or_obs-tq/content/08/03.md

518 B

ଯୋଷେଫଙ୍କର ଭାଇମାନେ ତାଙ୍କର ଅଦୃଶ୍ୟ ହେବାର ଘଟଣା କିପରି ଯାକୁବଙ୍କୁ ବର୍ଣ୍ଣର୍ନା କଲେ ?

ସେମାନେ ଏକ ଛେଳିର ରକ୍ତ ଯୋଷେଫଙ୍କର ବସ୍ତ୍ରରେ ଲଗାଇଲେ ଯେପରିକି ଯାକୁବ ଏହା ମନେ କରିବେ ଯେ ଏକ ବନ୍ୟ ପଶୁ ଦ୍ୱାରା ଯୋଷେଫଙ୍କ ନିଧନ ହୋଇଛି