or_obs-tq/content/07/09.md

491 B

କିଣାନକୁ ଫେରି ଆସିବା ବେଳେ ଯାକୁବ କାହିଁକି ଭୟଭୀତ ଥିଲେ ?

ସେ ଚିନ୍ତା କଲେ ଏଷ ତାଙ୍କୁ ହତ୍ୟା କରିବେ

ଏଷୌଙ୍କର କ୍ରୋଧକୁ ଶାନ୍ତ କରିବା ପାଇଁ ଯାକୁବ କଣ କଲେ ?

ସେ ଅନେକ ପଶୁମାନକୁ ଭେଟୀ ସ୍ଵରୁପେ ଏଷଙ୍କ ନିକଟକୁ ପଠାଇଲେ