or_obs-tq/content/05/10.md

589 B

ଅବ୍ରାହାମ ତାଙ୍କର ବାଧ୍ୟ ହୋଇ ଥିବାରୁ ପରମେଶ୍ୱର ତାଙ୍କ ପ୍ରତି କଣ କରିବାକୁ ପ୍ରତିଜ୍ଞା କଲେ ?

ସେ ପ୍ରତିଜ୍ଞା କଲେ ଯେ ଅବ୍ରାହାମଙ୍କର ସନ୍ତାନଗଣ ଆକାଶର ତାରା ଗଣଠାରୁ ମଧ୍ୟ ଅଧିକ ହେବେ, ଓ ତାଙ୍କର ପରିବାର ଦ୍ୱାରା ଜଗତର ସମସ୍ତ ପରିବାର ଆଶୀର୍ବାଦ ପ୍ରାପ୍ତ ହେବେ