or_obs-tq/content/05/07.md

321 B

ସେମାନଙ୍କ ପାଖରେ ବଳିଦାନ କରିବାକୁ ମେଷ ନ ଥିବାରୁ ଅବ୍ରହାମ କଣ ଇସହାକଙ୍କୁ କହିଲେ ?

ଅବ୍ରହାମ କହିଲେ ପରମେଶ୍ୱର ବଳିଦାନ ପାଇଁ ମେଷ ଯୋଗାଇବେ