or_obs-tq/content/05/03.md

747 B

ଅବ୍ରାମଙ୍କୁ ପରମେଶ୍ୱର କେଉଁ ପ୍ରତିଜ୍ଞା ଚୁକ୍ତି କରିଥିଲେ ?

ଅବ୍ରାମ ଅନେକ ଜାତିର ପିତା ହେବେ, ଓ ପରମେଶ୍ୱର ତାଙ୍କୁ ଓ ତାଙ୍କର ସନ୍ତାନମାନଙ୍କୁ କିଣାନ ଦେଶ ଦେବେ

ସେମାନଙ୍କ ମଧ୍ୟରେ ଏହି ଚୁକ୍ତିର ଚିହ୍ନ ସ୍ୱରୂପ କଣ କରିବା ପାଇଁ ପରମେଶ୍ୱର ଅବ୍ରାମଙ୍କୁ କହିଥିଲେ ?

ତାଙ୍କ ପରିବାରର ସମସ୍ତ ପୁରୁଷ ମାନଙ୍କୁ ସୁନ୍ନତ କରିବାକୁ କହିଲେ