or_obs-tq/content/05/01.md

600 B

ସାରୀ ସନ୍ତାନ ଲାଭ କରି ପାରିବେ ନାହିଁ ବୋଲି କାହିଁକି ଚିନ୍ତା କରୁଥଲେ?

ସେ ଅତି ବୃଦ୍ଧ ହୋଇ ହୋଇଯାଇଥିଲେ

ସନ୍ତାନ ଲାଭ କରିବା ପାଇଁ ସାରୀ ଅବ୍ରହାମଙ୍କୁ କି ପରାମର୍ଶ ଦେଲେ ?

ତାଙ୍କର ଦାସୀ ହାଗାରଙ୍କୁ ବିବାହ କର, ଯୋଦ୍ଵାରା ହାଗାର ତାଙ୍କ ପାଇଁ ସନ୍ତାନ ଲାଭ କରି ପାରିବ