or_obs-tq/content/04/08.md

651 B

କିଣାନରେ ଦୀର୍ଘ ବର୍ଷ ରହିବା ପରେ ଅବ୍ରାମଙ୍କୁ ପରମେଶ୍ୱର କଣ ପ୍ରତିଜ୍ଞା କରିଥିଲେ ?

ଅବ୍ରାମ ଏକ ସନ୍ତାନ ଲାଭ କରିବେ ଓ ତାଙ୍କର ବଂଶଜ ଆକାଶର ତାରାଗଣ ସଦୃଶ ଅସଂଖ୍ୟ ହେବେ

ପରମେଶ୍ୱର ଅବ୍ରାମଙ୍କୁ ଧାର୍ମିକ ବୋଲି କାହିଁକି କହିଲେ ?

କାରଣ ଅବ୍ରାମ ପରମେଶ୍ୱରଙ୍କର ପ୍ରତିଜ୍ଞାକୁ ବିଶ୍ୱାସ କଲେ