or_obs-tq/content/04/04.md

876 B

ପରମେଶ୍ୱର ଅବ୍ରହାମକୁ କଣ କରିବା ପାଇଁ କହିଲେ ?

ପରମେଶ୍ୱର ଅବ୍ରାମକୁ ନିଜ ପରିବାର ଓ ଦେଶ ଛାଡି ଅନ୍ୟ ଏକ ଦେଶକୁ ଯିବା ପାଇଁ କହିଲେ

ଅବ୍ରାମ ପାଇଁ ପରମେଶ୍ୱର କଣ ପ୍ରତିଜ୍ଞା କଲେ ?

ସେ ଅବ୍ରାମ ସହିତ ପ୍ରତିଜ୍ଞା କଲେ ଯେ, ସେ ଦୃଷ୍ଟି କରିପାରୁଥିବା ସମସ୍ତ ଭୂମି ତାକୁ ଦେବେ, ସେ ନାମକୁ ମହାନ କରିବେ, ସେ ବଂଶଧରକୁ ଏକ ମହାନ ଜାତି କରିବେ ଓ ତାହା ଦ୍ୱାରା ଜଗତରେ ସମସ୍ତ ପରିବାରଙ୍କୁ ଆଶୀର୍ବାଦ କରିବେ