or_obs-tq/content/04/03.md

496 B

ମନୁଷ୍ୟମାନେ ଥିସାରା ପୃଥିବୀକୁ ବ୍ୟାପିଵ ପାଇଁ ପରମେଶ୍ୱର କଣ କଲେ ?

ସେ ସେମାଙ୍କର ଭାଷାକୁ ଭିନ୍ନ ଭିନ୍ନ ଭାଷାରେ ପରିଣତ କରିଦେଲେ

ସେମାନେ ନିର୍ମାଣ କରୁଥିବା ସହରର ନାମ କଣ ଥିଲା ?

ବାବିଲ

ବାବିଲର ଅର୍ଥ କଣ ଅଟେ?

ବିଚଳିତ