or_obs-tq/content/03/15.md

398 B

ପରମେଶ୍ୱର "ଯେ ପୁନର୍ବାର କରିବେ ନାହିଁ" ବୋଲି କେଉଁ ବିଷୟରେ ପ୍ରତିଜ୍ଞା କଲେ ?

ମାଟିକୁ ଅଭିଶପ୍ତ କରିବା ଓ ଜଗତକୁ ଜଳ ପ୍ଲାବନରେ ବିନାଶ କରିବା ବିଷୟରେ ନ କରିବେ ବୋଲି କହିଥିଲେ