or_obs-tq/content/03/13.md

409 B

ଜାହାଜରୁ ବାହାରିକୁ ଆସିବା ପରେ ନୋହ ଓ ତାଙ୍କ ପରିବାରକୁ ପରମେଶ୍ୱର କଣ କରିବା ପାଇଁ କହିଲେ ?

ସେ ସେମାନଙ୍କୁ ସନ୍ତାନସନ୍ତତି ଓ ନାତିନାତୁଣୀ ଲାଭ କରି ପୃଥିବୀରେ ବ୍ୟାପିବାକୁ କହିଲେ