or_obs-tq/content/03/08.md

455 B

ବନ୍ୟାର ଜଳ କେତେ ଉପରକୁ ଉଠିଲା ?

ତାହା ସମଗ୍ର ପୃଥିବୀକୁ ଏପରିକି ଉଚ୍ଚ ପର୍ବତ ସମୂହକୁ ମଧ୍ୟ ଆଛାଦିତ କଲା

ପୃଥିବୀ ଉପରେ ବସବାସ କରୁଥିବା ପ୍ରତ୍ୟେକ ପ୍ରାଣୀ ପ୍ରତି କ'ଣ ଘଟିଲା ?

ସମସ୍ତେ ମୃତ୍ୟୁବରଣ କଲେ