or_obs-tq/content/02/08.md

494 B

ଯେତେବେଳେ ପରମେଶ୍ୱର ନରର ପାପକୁ ସମ୍ମୁଖରେ ଆଣିଲେ, ତାହାର ପ୍ରତିଉତ୍ତର କଣ ଥିଲା ?

ସେ ନାରୀକୁ ଦୋଷାରୋପ କଲା

ନାରୀର ପାପ ପାଇଁ ପରମେଶ୍ୱର ପ୍ରଶ୍ନ କରିବା ବେଳେ ତାହାର ପ୍ରତିକ୍ରିୟା କଣ ଥିଲା ?

ସେ ସର୍ପକୁ ଦୋଷାରୋପ କଲା