or_obs-tn/content/50/17.md

1.6 KiB

ସେମାନଙ୍କ ଅଶ୍ରୁଜଳ ପୋଛି ଦେବେ 

ଏହାକୁ ଏପରି ଅନୁବାଦ କରାଯାଇପାରେ, "ଆମ୍ଭମାନଙ୍କ ସମସ୍ତ ଦୁଃଖକୁ ସମାପ୍ତ କରିବେ" କିମ୍ବା, "ସମସ୍ୟାକୁ ସମାପ୍ତ କରିବେ" କିମ୍ବା, "ଲୋକମାନଙ୍କ ପାଖରେ ଥିବା ଦୁଃଖକୁ ଦୁର କରି ସମାପ୍ତ କରିବେ"

ସେଠାରେ ଆଉ କେବେହେଲେ ଦୁଃଖ, କଷ୍ଟ, କ୍ରନ୍ଦନ, ମନ୍ଦ, ଯନ୍ତ୍ରଣା କିମ୍ବା ମୃତ୍ୟୁ ରହିବ ନାହିଁ

ଏହାକୁ ଏପରି ଅନୁବାଦ କରାଯାଇପାରେ, "ଲୋକମାନେ କେବେହେଲେ କ୍ଲେଶଭୋଗ, ଦୁଃଖ, କ୍ରନ୍ଦନ, ମନ୍ଦତା, କଷ୍ଟ ବା ମୃତ୍ୟୁ ଭୋଗିବେ ନାହିଁ ।

ଶାନ୍ତି ଓ ନ୍ୟାୟ ସହିତ ତାଙ୍କ ରାଜ୍ୟକୁ ଶାସନ କରିବେ

ଏହାକୁ ଏପରି ଅନୁବାଦ କରାଯାଇପାରେ, "ଯୁକ୍ତିଯୁକ୍ତ ଭାବରେ ତାହାଙ୍କ ଲୋକମାନଙ୍କ ଉପରେ ଶାସନ କରିବେ, ଯେପରି ଲୋକେ ଶାନ୍ତି ପାଇବେ ।

ଏକ ବାଇବଲର କାହାଣୀ\

ଏହି ସଂରଚନା ପ୍ରସଙ୍ଗ କେତେକ ବାଇବଲ ଅନୁବାଦଗୁଡିକରୁ ଅଳ୍ପ ଭିନ୍ନ ହୋଇପାରେ। ବାଇବଲର ଏକ କାହାଣୀ: