or_obs-tn/content/50/16.md

942 B

ପାପ ଏହା ମଧ୍ୟକୁ ଆଣିଲେ

ଏହାକୁ ଏପରି ଭାବରେ ଅନୁବାଦ କରାଯାଇପାରେ "ପାପକୁ ପ୍ରବେଶ ହେବାର କାରଣ ଥିଲେ" ।

ଏକ ନୂତନ ଆକାଶ

ଏହାକୁ ଏହିପରି ଭାବରେ ମଧ୍ୟ ଅନୁବାଦ କରାଯାଇପାରିବ “ଏକ ନୁତନ ଆକାଶ” କିମ୍ବା "ଏକ ନୁତନ ପୃଥିବୀ"। ଏହା ଆକାଶରେ ସଜାଯାଇଥିବା ନୁତନ ତାରା ସମୁହ ଏବଂ ଆକାଶର ସମସ୍ତଙ୍କୁ ସୁଚାଏ ।

ଏକ ନୂତନ ପୃଥିବୀ 

ବର୍ତ୍ତମାନର ନୁତନ ପୃଥିବୀ ଯେଉଁଠାରେ ଆମ୍ଭେମାନେ ରହୁ, ଏକ ନୁତନ ଏବଂ ଉନ୍ନତ ପୃଥିବୀ ସହ ବଦଳି ଦିଆଯିବ ।