or_obs-tn/content/50/11.md

1.1 KiB

ସେ ଛାଡିଲେ 

ଏହାକୁ ଏପରି ଅନୁବାଦ କରାଯାଇପାରେ, "ସେ ପୃଥିବୀଛାଡିଲା ସମୟରେ" କିମ୍ବା, "ସେ ସ୍ଵର୍ଗକୁ ଫେରିଯିବା ପାଇଁ ଛାଡିବା ସମୟରେ ."

ଆକାଶର ମେଘମାଳାରେ ଆସିବେ 

ତାହା ହେଉଛି, "ମେଘଗୁଡିକ ଆକାଶରେ ତାହାଙ୍କୁ ଘେରିବେ" କିମ୍ବା, "ଆକାଶର ମେଘଗୁଡିକ ତାଙ୍କୁ ବହନ କରିବେ"

ଯେତେବେଳେ ଯୀଶୁ ଫେରିବେ

ତାହା ହେଉଛି, "ଯେବେ ଯୀଶୁ ପୃଥିବୀକୁ ଫେରିବେ"

ଆକାଶରେ ତାଙ୍କ ସହିତ ଭେଟ ହେବା

ତାହା ହେଉଛି, "ତାହାଙ୍କ ସହିତ ଆକାଶରେ ମିଶିବା." ଯେଉଁମାନେ ଯୀଶୁଙ୍କୁ ବିଶ୍ଵାସ କରିବେ, ସେମାନେ ଯୀଶୁଙ୍କ ନିକଟକୁ ଯିବେ ତେବେ ସେ ଆକାଶରେ ଥିବେ ।