or_obs-tn/content/50/09.md

1.3 KiB

ଯେଉଁମାନେ ମନ୍ଦର ଅନ୍ତର୍ଭୁକ୍ତ ଅଟନ୍ତି

ତାହା ହେଉଛି, "ଯିଏ ମନ୍ଦକୁ ପାଳନ କରିଥାଏ" କିମ୍ବା, "ଯେଉଁମାନେ ମନ୍ଦ ଦ୍ଵାରା ଶାସିତ ହୁଅନ୍ତି"

ମନ୍ଦ ଜଣ 

ଏହା ଶୟତାନ ନିମନ୍ତେ ଅନ୍ୟ ଏକ ପଦ . ଏହାକୁ ଏପରି ଅନୁବାଦ କରାଯାଇପାରେ, "ଶୟତାନ୍" କିନ୍ତୁ ପଦ, "ମନ୍ଦ ଜଣ' ତାହାର ସ୍ଵଭାବର ବ୍ୟାଖ୍ୟା ଦିଏ

ଶୟତାନ୍

ଏହାକୁ ଏହିପରି ଭାବରେ ମଧ୍ୟ ଅନୁବାଦ କରାଯାଇପାରିବ “ଶୟତାନ୍” ।

ଜଗତର ଶେଷକୁ ସୁଚାଏ

ତାହା ହେଉଛି, "ଜଗତର ଶେଷରେ ଲୋକମାନଙ୍କୁ କଣ ଘଟିବ" କୁ ସୁଚାଏ ?

ଅମଳକାରୀମାନେ 

ଏହାକୁ ଏପରି ଅନୁବାଦ କରାଯାଇପାରେ, "ଲୋକମାନ ଯେଉଁମାନେ ପାଚିଥିବା ଗହମକୁ ଅମଳ କରନ୍ତି." କିମ୍ବା, "କୃଷକମାନେ ଯେଉଁମାନେ ପାଚିଥିବା ଗହମକୁ ଜମା କରନ୍ତି"