or_obs-tn/content/50/07.md

9 lines
1.3 KiB
Markdown

(ଯୀଶୁ କାହାଣୀ କହିବା ଜାରି ରଖନ୍ତି ।)
# ତୁମ୍ଭେମାନେ କେତେକ ଗହମକୁ ମଧ୍ୟ ଉପାଡି ପକାଇବ
ତାହା ହେଉଛି, "ଦୈବାତ୍ ତୁମେ କେତେକ ଗହମକୁ ମଧ୍ୟ ଉପାଡି ଦେବ" । ହୃଷ୍ଟ ଶଷ୍ୟକୁ ବାଳୁଙ୍ଗାଠାରୁ ପୃଥକ୍ କରିବା କଷ୍ଟକର ହେବ, ଏବଂ ଗହମକୁ ନ ଉପାଡି ବାଳୁଙ୍ଗାଗୁଡିକୁ ଉପାଡିବାକୁ ପଡିବ ।
# ଅମଳ ନହେବା ପର୍ଯ୍ୟନ୍ତ
ତାହା ହେଉଛି, "ଗହମ ଅମଳ ପାଇଁ ପ୍ରସ୍ତୁତ ନ ହେବା ପର୍ଯ୍ୟନ୍ତ" କିମ୍ବା, "ଅମଳ ପାଇଁ ଗହମ ଯେପରି ଯଥା ଭାବରେ ବୃଦ୍ଧି ନ ହେବା ପର୍ଯ୍ୟନ୍ତ" ।
# ଗହମ 
ତାହା ହେଉଛି, "ଅମଳ ହୋଇଥିବା ଗହମ ବୀଜଗୁଡିକ" ।
# ଅମାର 
ଏହା ଏକ ଘରକୁ ବୁଝାଏ ଯେଉଁଠାରେ ଅମଳ ହୋଇଥିବା ଗହମ ବୀଜକୁ ଜମା କରାଯାଏ ଏବଂ ରଖାଯାଏ । ଏହାକୁ "ଗୋଦାମ୍" ବୋଲି କୁହାଯାଇପାରେ ।