or_obs-tn/content/50/05.md

1.5 KiB

ଉତ୍ତମ ବୀଜ 

ଏହି ବୀଜ ଗହମର ବିଜ ଥିଲା । ଯଦି ଏହି ପ୍ରକାରର ବୀଜ ଆପଣଙ୍କ ନିଜ ସ୍ଥାନୀୟ ଭାଷାରେ ନାହିଁ, ଆପଣଙ୍କ ନିମନ୍ତେ ଏହି ପଦକୁ "ବୀଜ" ଭାବରେ ପ୍ରୟୋଗ କରିବା ଉତ୍ତମ ହେବ" । ଯଦି ସେଠାରେ ସାଧାରଣ ପଦ ନାହିଁ, ଆପଣମାନଙ୍କ ପାଇଁ ଏକ ଗହମ ବୀଜ ପ୍ରକାରକୁ ମନୋନିତ କରିବା ଆବଶ୍ୟକ ହେବ ଯାହା ଜଣାଥିବା ଏବଂ କହିବେ, ଉଦାହରଣ ସ୍ଵରୁପ, "ଚାଉଳ ପରି ଉତ୍ତମ ବୀଜ" ।

ବାଳୁଙ୍ଗା ବୀଜଗୁଡିକ 

ବାଳୁଙ୍ଗା ବୀଜଗୁଡିକ ଯାହା ରୋପଣ ହୋଇଥିବ ବିରାଟ ଘାସ ପରି ବୃଦ୍ଧି ହେବେ କିନ୍ତୁ ଖିଆ ଯାଇପାରିବ ନାହିଁ । ସେଗୁଡିକ ଆବର୍ଜନା ଅଟେ ।

ଗହମ 

ତାହା ହେଉଛି, "ଗହମ ବିହନଗୁଡିକ" । ଗହମ ହେଉଛି ଏକ ପ୍ରକାରର ବିହନ ଯେ ଏକ ଉଚ୍ଚ ଘାସ ପରି ବୃଦ୍ଧି ହୋଇଥାଏ । ତାହାର ବୀଜଗୁଡିକ ଥାଏ ଯାହା ଲୋକମାନେ ଖାଦ୍ୟ ପାଇଁ ବ୍ୟବହାର କରନ୍ତି ।