or_obs-tn/content/50/04.md

1.5 KiB

ଠାରୁ ମହାନ୍ ନୁହନ୍ତି

"ତାହା ହେଉଛି, "ଠାରୁ ଅଧିକ ଗୁରୁତ୍ବପୂର୍ଣ୍ଣ ନୁହେଁ" କିମ୍ବା, "ଏହି ଅବସ୍ଥାରେ, "ଠାରୁ ଭଲ ଭାବରେ ଆଚରଣ କରାଯାଇନାହିଁ" ।

ମୋ କାରଣରୁ 

ତାହା ହେଉଛି, "ଯେହେତୁ ତୁମ୍ଭେମାନେ ମୋର ଆଜ୍ଞାବହ ହେଉଅଛ" କିମ୍ବା, "କାରଣ ତୁମେ ଲୋକମାନଙ୍କୁ ମୋ ବିଷୟରେ ଶିକ୍ଷା ଦେଉଅଛ" କିମ୍ବା, "କାରଣ ତୁମେ ମୋର ଅଟ" ।

ଏହି ଜଗତରେ

ଏହ ଏପରି ଅନୁବାଦ କରାଯାଇପାରେ, "ଏହି ଜୀବନକାଳରେ" ।

ମୋଠାରେ ବିଶ୍ଵସ୍ତ ରୁହ

ତାହା ହେଉଛି, "ମୋର ଆଜ୍ଞାବହ ହୋଇରୁହ" ।

ଶେଷକୁ 

ତାହା ହେଉଛି, "ତୁମମାନଙ୍କ ଜୀବନର ଶେଷରେ" ।

ତୁମମାନଙ୍କୁ ରକ୍ଷା କରିବେ

ଏହା ଶାରୀରିକ ଆଘାତରୁ ରକ୍ଷା ଅପେକ୍ଷା ଆତ୍ମିକ ପରିତ୍ରାଣକୁ ସୁଚାଏ । ଏହା ନିର୍ଦ୍ଧାରିତ କରାଯାଇଅଛି ଯେ ବିଶ୍ଵାସୀମାନଙ୍କୁ ଯନ୍ତ୍ରଣା ଭୋଗିବେ ଏବଂ ମରିବେ ।