or_obs-tn/content/50/03.md

1.7 KiB

ଶିଷ୍ୟ କରନ୍ତୁ 

ଏହାର ଅର୍ଥ ଅଟେ, "ଲୋକମାନଙ୍କୁ ମୋର ଶିଷ୍ୟ ହେବାପାଇଁ ସାହାଯ୍ୟ କରନ୍ତୁ" ।

କ୍ଷେତରେ ଅମଳ ନିମନ୍ତେ ପାଚିଯାଇଅଛି 

ଏହାକୁ ଏପରି ଅନୁବାଦ କରାଯାଇପାରେ , "କ୍ଷେତ ଯେପରି ଅମଳ କରିବା ନିମନ୍ତେ ପାଚି ଯାଇଅଛି, ସେହିପରି ସେମାନେ ଇଶ୍ଵରଙ୍କ ନିକଟକୁ ଆଣିବା ପାଇଁ ପ୍ରସ୍ତୁତ ଅଛି, କିମ୍ବା, "ସେମାନଙ୍କୁ ଜମା କରିବା ପାଇଁ ପ୍ରସ୍ତୁତ କରାଯାଇଅଛି ଏବଂ ପରମେଶ୍ଵରଙ୍କ ଅଣାଯାଇଅଛି ଯେପରି କ୍ଷେତଗୁଡିକ ଯାହାର ଶଷ୍ୟଗୁଡିକ ପାଚି ଯାଇଅଛିଏବଂ ଜମା କରିବା ପାଇଁ ପ୍ରସ୍ତୁତ କରାଯାଇଅଛି" ।

କ୍ଷେତଗୁଡିକ

ଏହି ପ୍ରକାଶନରେ, "କ୍ଷେତଗୁଡିକ" ଜଗତର ଲୋକମାନଙ୍କୁ ସୁଚାଏ ।

ପାଚିବା 

"ପାଚିବା" ଏଠାରେ ଯୀଶୁଙ୍କୁ ବିଶ୍ଵାସ କରିବା ପାଇଁ ପ୍ରସ୍ତୁତ ହୋଇଅଛିକୁ ସୁଚାଏ.

ଅମଳ 

"ଅମଳ" ଏଠାରେ ଲୋକମାନଙ୍କୁଯୀଶୁଙ୍କ ବିଷୟରେ ଶିକ୍ଷା ଦେବା ଦ୍ଵାରା ପରମେଶ୍ଵରଙ୍କ ନିକଟକୁ ଆଣିବାକୁ ସୁଚାଏ ।