or_obs-tn/content/49/13.md

502 B

ତାଙ୍କ ସହିତ ତୁମ୍ଭର ଏକ ଘନିଷ୍ଟ ସମ୍ପର୍କ ରହିଵ  

ଏହାକୁ ଏପରି ଭାବରେ ଅନୁବାଦ କରାଯାଇପାରେ, "ଯେପରି ତୁମ୍ଭେ ତାହାଙ୍କର ସନ୍ତାନ ହୋଇପାରିବ" କିମ୍ବା, "ଯେପରି ତୁମ୍ଭେ ତାଙ୍କର ବନ୍ଧୁ ହେବ" କିମ୍ବା, ତୁମ୍ଭେ ତାଙ୍କର ହୋଇପାରିବ"