or_obs-tn/content/49/12.md

1.7 KiB

ଉତ୍ତମ କାର୍ଯ୍ୟ କରିପାରିବ ନାହିଁ ରକ୍ଷା ତୁମକୁ 

ତାହା ହେଉଛି, "ଉତ୍ତମ କାର୍ଯ୍ୟଗୁଡିକ ଆପଣମାନଙ୍କୁ କେବେହେଲେ ରକ୍ଷା କରିପାରିବ ନାହିଁ" କିମ୍ବା, ତୁମ୍ଭେ ନିଜକୁ ପାପର ଦଣ୍ଡଠାରୁ ରକ୍ଷା କରିବା ନିମନ୍ତେ ଉତ୍ତମ କାର୍ଯ୍ୟ କରିବା ଯଥେଷ୍ଟ ନୁହେଁ" ।

ତୁମମାନଙ୍କ ପାପ ଧୋଇହୋଇଯିବ 

ତାହା ହେଉଛି, " ଆପଣମାନଙ୍କ ପାପକୁ ସମ୍ପୁର୍ଣ୍ଣଭାବେ ଧୋଇ ଦୁର କରିବେ" କିମ୍ବା, "ଆପଣମାନଙ୍କ ପାପକୁ ଘେନି ନେଇଯିବେ ଏବଂ ଆପଣମାନଙ୍କୁ ଶୁଚି କରିବେ" । ଏହା ପରମେଶ୍ଵର ଲୋକମାନଙ୍କୁ ସେମାନଙ୍କ ଆତ୍ମାକୁ ସମ୍ପୁର୍ଣ୍ଣ ଭାବରେ ପାପକୁ ଦୁର କରି ଶୁଚି କରିବା ବିଷୟରେ କୁହାଯାଇଅଛି । ଏହାର ଅର୍ଥ ନୁହେଁ ଯେ ଶାରୀରିକ ପରିଷ୍କାର ।

ଆପଣମାନଙ୍କ ପରିବର୍ତ୍ତେ  

ତାହା ହେଉଛି, " ଆପଣମାନଙ୍କ ସ୍ଥାନରେ" ।

ତାହାଙ୍କୁ ପୁନର୍ବାର ଜୀବିତ କଲେ

ଏହା ଏହିପରି ଭାବରେ ଅନୁବାଦ କରାଯାଇପାରେ ଯେପରି, ''ତାହାଙ୍କୁ ପୁଣି ଥରେ ଜୀବିତ କଲେ'' ।