or_obs-tn/content/49/10.md

9 lines
2.1 KiB
Markdown

# ତୁମମାନଙ୍କ ପାପ କାରଣରୁ
ଏହାକୁ ଏପରି ଭାବରେ ଅନୁବାଦ କରାଯାଇପାରେ "ଯେହେତୁ ଆପଣମାନେ ପାପ କରିଅଛନ୍ତି." ଏହା ସ୍ପଷ୍ଟ କରିବାକୁ ଯେ ଏହି ବିଷୟ ସମସ୍ତ ଲୋକମାନଙ୍କ ପାଇଁ ଅଟେ, କେତେକ ଭାଷାମାନଙ୍କ ପାଇଁ ଏହା ଅନୁବାଦ କରିବା ପାଇଁ ଆହୁରି ଅଧିକ ସ୍ପଷ୍ଟ ହୋଇପାରେ, କାରଣ ସମସ୍ତ ଲୋକ ପାପ କରିଛନ୍ତି, ସେମାନେ ଦୋଷୀ ଅଟନ୍ତି ସେମାନେ ମୃତ୍ୟୁର ଯୋଗ୍ୟ ଅଟନ୍ତି."
# ପରମେଶ୍ବର କ୍ରୋଧ ହେବା ଉଚିତ୍ ଥିଲା
ଏହାକୁ ଏପରି ଅନୁବାଦ କରାଯାଇପାରେ, "ପରମେଶ୍ବର କ୍ରୋଧ ହେବା ଉଚିତ୍ ଥିଲା"
# ଉପରେ ତାହାଙ୍କ କ୍ରୋଧ ଢଳାଗଲା
ତାହା ହେଉଛି, "ତାହାଙ୍କ କ୍ରୋଧକୁ ଦର୍ଶାଇଲେ" କିମ୍ବା, "ଉପରେ ତାହାଙ୍କ ସମସ୍ତ କ୍ରୋଧକୁ ସ୍ଥାନାନ୍ତରିତ କଲେ" କିମ୍ବା, "ସହିତ କେବଳ କ୍ରୋଧ ଥିଲେ"
# ତୁମ୍ଭମାନଙ୍କ ଦଣ୍ଡକୁ ଗ୍ରହଣ କଲେ
ଏହାକୁ ଏପରି ଅନୁବାଦ କରାଯାଇପାରେ, ତୁମ୍ଭମାନଙ୍କ ପରିବର୍ତ୍ତେ ଦଣ୍ଡ ପାଇଲେ" କିମ୍ବା, ତୁମ୍ଭ ପାପ ପାଇଁ ଦଣ୍ଡିତ ହେଲେ" ଏହା ସ୍ପଷ୍ଟ କରିବାକୁ ଯେ ଏହା ଯେପରି ସମସ୍ତଙ୍କ ଠାରେ ଲାଗୁ ହୋଇପାରିବ, ଏହାକୁ ଏପରି ମଧ୍ୟ ଅନୁବାଦ କରାଯାଇପାରିବ, "ସମସ୍ତଙ୍କ ପାପର ନିମନ୍ତେ ଦଣ୍ଡିତ ହେଲେ"