or_obs-tn/content/49/09.md

1.3 KiB

ତାଙ୍କ ନିଜ ପୁତ୍ର ଦେଲେ

ଏହାକୁ ଏପରି ଅନୁବାଦ କରାଯାଇପାରେ, "ତାହାଙ୍କ ଏକମାତ୍ର ପୁତ୍ରଙ୍କୁ ଜଗତରେ ପାପର ବଳିଦାନ ନିମନ୍ତେ ଉତ୍ସର୍ଗ କଲେ" ।

ଯେକେହି ବିଶ୍ଵାସ କରେ

ଏହାକୁ ଏପରି ଅନୁବାଦ କରାଯାଇପାରେ, "ପ୍ରତ୍ୟେକେ ଯିଏ ବିଶ୍ଵାସ କରନ୍ତି" ।

ଯେକେହି ଯୀଶୁଙ୍କୁ ବିଶ୍ଵାସ କରେ ତାହାର ପାପ ପାଇଁ ଦଣ୍ଡିତ ହେବ ନାହିଁ, ବରଂ ପରମେଶ୍ଵରଙ୍କ ସହିତ ଚିରକାଳ ବାସ କରିବ

ଏହାକୁ ଏପରି ଅନୁବାଦ କରାଯାଇପାରେ, "ଯେତେବେଳେ କେହିଜଣେ ଯୀଶୁଙ୍କୁ ବିଶ୍ବାସ କରେ, ପରମେଶ୍ଵର ସେହି ବ୍ୟକ୍ତିକୁ ତାହାର ପାପ ପାଇଁ ଦଣ୍ଡ ଦେବେ ନାହିଁ, କିନ୍ତୁ ପରମେଶ୍ଵରଙ୍କ ସହିତ ବାସ କରିବା ପାଇଁ ଅନୁମତି ଦିଅନ୍ତି" ।