or_obs-tn/content/48/12.md

853 B

ଏକ ମହାନ୍ ଭବିଷ୍ୟତବକ୍ତା 

ତାହା ହେଉଛି, " ଅତି ଗୁରୁତ୍ବପୂର୍ଣ୍ଣ ଭାବବାଦୀ" ।

ଭବିଷ୍ୟତବକ୍ତା 

ତାହା ହେଉଛି, " ଅତି ଗୁରୁତ୍ବପୂର୍ଣ୍ଣ ଭାବବାଦୀ" ।

ସେ ଇଶ୍ଵରଙ୍କ ବାକ୍ୟ ଅଟନ୍ତି

ସେଥିଯୋଗୁଁ ଯୀଶୁଙ୍କୁ ଈଶ୍ଵରଙ୍କ ବାକ୍ୟ କୁହାଯାଏ । ଅନ୍ୟ ଭାବବାଦୀମାନେ ପରମେଶ୍ଵର ଯାହା ଦେଲେ ତାହା ପ୍ରଚାର କଲେ କିନ୍ତୁ ସେ ପରମେଶ୍ଵରଙ୍କର ଚରିତ୍ରକୁ ତାଙ୍କରି କାର୍ଯ୍ୟ ଓ ପ୍ରଚାରରେ ପ୍ରକାଶ କଲେ ।