or_obs-tn/content/48/10.md

1.6 KiB

ଆମ୍ଭମାନଙ୍କ ନିସ୍ତାରପର୍ବ ମେଷ 

ତାହା ହେଉଛି, "

ପାପଶୁନ୍ୟ

ଏହାକୁ ଏପରି ଭାବରେ ଅନୁବାଦ କରାଯାଇପାରେ "କେବେ ପାପ କରି ନ ଥିଲେ" ।

ଯୀଶୁଙ୍କର ରକ୍ତ

ଏହା ଏହିପରି ଭାବରେ ଅନୁବାଦ କରାଯାଇ ପାରେ ଯେପରି ,''ବଳିଦାନ ଯାହା ଯୀଶୁ ନିଜକୁ ଦେଲେ ଯେତେବେଳେ ସେ ପାପୀଙ୍କ ପାଇଁ ମୃତ୍ୟୁ ବରଣ କଲେ'' । ଶବ୍ଦ "ରକ୍ତ" ଏଠାରେ ମଧ୍ୟ "ମୃତ୍ୟୁ'' ।

ପରମେଶ୍ଵରଙ୍କର ଦଣ୍ଡ ସେହି ବ୍ୟକ୍ତିଙ୍କ ଉପରକୁ ଚାଲିଗଲା

ଏହି କଥନର ଅର୍ଥ ,''ସେହି ବ୍ୟକ୍ତି କୁ ପରମେଶ୍ଵର ଦଣ୍ଡ ଦିଅନ୍ତି ନାହି'' । ଏହାକୁ ଏକ ବାକ୍ୟାଂଶ ବ୍ୟବହାର କରି ଅନୁବାଦ କର ଯାହା ;;ନିସ୍ତାର ପର୍ବ ''ଏବଂ ନିସ୍ତାର ପର୍ବର ମେଷ ''ସହ ସମ୍ପର୍କ ଦେଖାଏ । ଯଦି ନିସ୍ତାରପର୍ବ ନାମରେ ଶବ୍ଦ ''ଛାଡିଦେବା'' ବ୍ୟବହୃତ ହୋଇଅଛି, ଏହାକୁ ଏହିପରି ଅନୁବାଦ କରାଯାଇ ପାରେ ଯେପରି,'' ପରମେଶ୍ବର ସେହି ବ୍ୟକ୍ତିକୁ ଦଣ୍ଡରୁ ମୁକ୍ତି କରି ଦେଲେ'' ।