or_obs-tn/content/48/09.md

1.4 KiB

ମିସରକୁ ଶେଷ ମହାମାରୀ ପ୍ରେରଣ କଲେ

ତାହା ହେଉଅଛି ,'' ମିସରକୁ ଶେଷ ଦୁର୍ଦ୍ଦଶା ପଠାଇଲେ'' । ଯେତେବେଳେ ପରମେଶ୍ଵର ମିଶରରେ ପ୍ରଥମ ଜାତ ସନ୍ତାନମାନଙ୍କୁ ବଧ କଲେ ସେତେବେଳେ ଏହା ଦଶମ ଦୁର୍ଦ୍ଦଶା ଥିଲା ।

ଏକ ନିଖୁନ୍ତ ମେଷଶାବକ 

ତାହା ହେଉଅଛି ,''ଏକ ତୃଟିହୀନ ମେଷ .''

ତାହା ରକ୍ତ 

ତାହା ହେଉଅଛି ,'' ମେଷର ରକ୍ତ.''

ଦ୍ଵାର ବନ୍ଧଗୁଡିକ 

ଯଦି ଦ୍ଵାରବନ୍ଧଗୁଡିକ ଜଣା ହୋଇନାହିଁ ,''ତେଣୁ ଏହା ଏହିପରି ଭାବରେ ଅନୁବାଦ କରା ଯାଇ ପାରିବ ଯେପରି ,'' ଦ୍ଵାରଗୁଡିକ '

ଅତିକ୍ରମ କଲେ

ଏହା ଏହିପରି ଭାବରେ ଅନୁବାଦ କରା ଯାଇପାରିବ ଯେପରି ,''ଦେଇ ଅତିକ୍ରମ କଲେ '' କିମ୍ବା ଦେଇ ଗଲେ .'' ତୁମେ ଏହାକୁ "ନିସ୍ତାର ପର୍ବ" ଯେପରି ଅନୁବାଦ ହୋଇଅଛି, ତାହା ସହିତ ସଂଯୋଗ କରିବାକୁ ଇଚ୍ଛା କରୁଥିବ ।