or_obs-tn/content/48/08.md

1.1 KiB

ତାଙ୍କରି ପୁତ୍ର ଇସହାକ୍ ବଦଳରେ

ଏହାକୁ ଏହିପରି ମଧ୍ୟ ଅନୁବାଦ କରାଯାଇପାରେ ,''ତାଙ୍କର ପୁତ୍ର ଇସହାକଙ୍କ ବଦଳରେ" କିମ୍ବା,''ତାଙ୍କ ପୁତ୍ର ଇସହାକଙ୍କ ସ୍ଥାନରେ,''ତେଣୁକରି ତାହାଙ୍କୁଆଉ ତାଙ୍କ ପୁତ୍ର ଇସହାକକୁ ବଳିଦାନ କରିବାକୁ ପଡିବ ନାହିଁ" ।

ମୃତ୍ୟୁ ପାଇବାକୁ ଯୋଗ୍ୟ

ତାହା ହେଉଅଛି ,'' ମରିବା ଉଚିତ୍ ।

ଆମ୍ଭ ବଦଳରେ ମରିବାକୁ

ଏହା ଏହିପରି ଭାବରେ ମଧ୍ୟ ଅନୁବାଦ କରାଯାଇ ପାରେ ଯେପରି କି,'' ଆମ୍ବ ପ୍ରତ୍ୟେକଙ୍କ ବଦଳରେ ମରିବାକୁ ''କିମ୍ବା,''ତେଣୁ ତାହାଙ୍କୁ ଆଉ ଆମ୍ଭମାନଙ୍କୁ ମାରିବାକୁ ପଡିବ ନାହିଁ" ।