or_obs-tn/content/48/06.md

412 B

ସେ ନିଜକୁ ଉତ୍ସର୍ଗ କଲେ

ଏହା ଏହି ପରି ଭାବରେ ଅନୁବାଦ କରାଯାଇପାରେ ଯେପରିକି, "ଯୀଶୁ ନିଜକୁ ବଧ କରିବାକୁ ଦେଲେ,'' ।

ଦଣ୍ଡକୁ ନେଲେ

ତାହା ହେଉଅଛି, ''ନିଜ ଶରୀରରେ ଦଣ୍ଡକୁ ସ୍ଵୀକାର କଲେ'' ।