or_obs-tn/content/48/04.md

7 lines
1.4 KiB
Markdown

# ଶୟତାନର ମସ୍ତକ ଚୂର୍ଣ୍ଣ କରିବେ
ଏହା ଏହିପରି ଭାବରେ ଅନୁବାଦ କରାଯାଇପାରେ ଯେପରି କି ,''ଶୟତାନର ମସ୍ତକରେ ପାଦ ରଖିବା ଓ ଚୁର୍ଣ୍ଣ କରିବା" କିମ୍ବା ''ଶୟତାନର ମୁଣ୍ଡକୁ ପାଦ ଦ୍ବାର ଛାରଖାର କରିବେ'' । ଏହା ଏକ ବ୍ୟକ୍ତିର ପ୍ରତିମା ଯିଏ ସର୍ପର ମସ୍ତକରେ ପାଦ ରଖେ ମସ୍ତକ ସମ୍ପୂର୍ଣ୍ଣ ଭାବରେ ଚୂର୍ଣ୍ଣ ହୋଇଅଛି, ଓ ସର୍ପ ମରିଯାଇଅଛି ସେଥିପାଇଁ ଏହା କ୍ଷତିକାରକ ନୁହେଁ ।
# ତାହାର ଗୋଇଠିକୁ ଆଘାତ କରିବ
ଏହା ଭୂମିରେ ଏକ ସର୍ପ ଏକ ବ୍ୟକ୍ତିର ଗୋଇଠିରେ କାମୁଡିବାର ପ୍ରତିମା । ଏହି ପରିସ୍ଥିତିରେ, ଶୟତାନ ମଶୀହଙ୍କୁ କଷ୍ଟ ଓ ଯନ୍ତ୍ରଣା ଦେଲେ କିନ୍ତୁ ତାଙ୍କୁ ବିନାଶ କରି ପାରିଲା ନାହିଁ ।
# ତାହାଙ୍କୁ ପୁଣିଥରେ ଜୀବିତ କଲେ
ଏହାର ଅର୍ଥ ହେଉଛି, ''ପୁନର୍ବାର ତାଙ୍କୁ ଜୀବିତ କଲେ," ।