or_obs-tn/content/48/02.md

859 B

ବଗିଚା 

ଏହା ପରମେଶ୍ଵରଙ୍କ ଦ୍ଵାରା ନିର୍ମାଣ କରା ଯାଇଥିବା ବଗିଚାକୁ ସୁଚାଏ ଯେଉଁ ସ୍ଥାନରେ ସେ ପ୍ରଥମ ପୁରଷ ଏବଂ ସ୍ତ୍ରୀ (ନର ଓ ନାରୀ ) କୁ ରଖିଥିଲେ ।

ହବାକୁ ଧୋକା ଦେବା

ତାହା ହେଉଅଛି, "ହବାକୁ ମିଛ କହିବା" । ପରମେଶ୍ଵର ଯାହା କହିଥିଲେ ତାହା ପ୍ରତି ହବାଙ୍କୁ ସନ୍ଦେହ କରାଇବା ଦ୍ଵାରା ଶୟତାନ ମିଥ୍ୟା କହିଲା ଏହା କରିବା ଦ୍ଵାରା ,ସେ ଚତୁରତାର ସହ ତାକୁ ପରମେଶ୍ବରଙ୍କର ଅନଜ୍ଞାବହ କରେଇଲା