or_obs-tn/content/48/01.md

1.5 KiB

ପରମେଶ୍ଵର ଜଗତ ସୃଷ୍ଟି କଲେ

ଯେ ଅଛନ୍ତି, "ପରମେଶ୍ଵର ଜଗତକୁ ଶୁନ୍ୟରୁ ସୃଷ୍ଟି କଲେ" ।

ସମ୍ପୂର୍ଣ୍ଣ 

ତାହା ହେଉଅଛି ,"ଯେପରି ହେବା ଉଚିତ୍ ସେହିପରି" ସମସ୍ତ ବିଷୟ ଯାହା ପରମେଶ୍ଵର ସମ୍ପୂର୍ଣ୍ଣ କରିବାକୁ ଯୋଜନା କରିଥିଲେ ।

ସେଠାରେ ପାପ ନ ଥିଲା 

କିଛି ଭାଷାରେ ଏହା ପ୍ରକାଶ କରିବା ସମ୍ଭବ ନୁହେଁ "ପାପ "ଯେପରି ଏକ ବସ୍ତୁ, ବରଂ ଏହା ଏକ କ୍ରିୟା ଅଟେ । ଏହି ପରିସ୍ତିତିରେ ଏହା ଏହିପରି ଅନୁବାଦ କରାଯାଇପାରେ ଯେପରିକି ,"କେହି କେବେ ପାପ କରିନଥିଲେ'' କିମ୍ବା ''ଲୋକମାନେ ପାପ କଲେ ନାହିଁ'' କିମ୍ବା ''କିଛି ମନ୍ଦ ଘଟିନଥିଲା,'' ।

ସେଠାରେ ମୃତ୍ୟୁ କିମ୍ବା ଅସୁସ୍ଥତା ନ ଥିଲା

ତାହା ହେଉଅଛି ,''କେହି ଅସୁସ୍ଥତା କିମ୍ବା ମୃତ୍ୟୁ ଭୋଗ କରୁନଥିଲା'' କିମ୍ବା, ''ସେମାନେ ଅସୁସ୍ଥତା ହେଉନଥିଲେ କିମ୍ବା ମରୁନଥିଲେ,'' ।