or_obs-tn/content/47/13.md

941 B

ନଗରର ନେତାଗଣ

ଏହା ସୁଚିତ କରେ ,"ନଗରର ଅଧିକାରୀ ମାନଙ୍କୁ " କିମ୍ବା " ସହରର କ୍ଷମାତାପ୍ରାପ୍ତ ଅଧିକାରୀ ମାନଙ୍କୁ" ।

ଯୀଶୁଙ୍କ ବିଷୟକ ଶୁଭ ସମ୍ବାଦ ପ୍ରସାରିତ ହୋଇ ଚାଲିଲା 

ତାହା ଅଟେ,"ଲୋକମାନେ ଯୀଶୁଙ୍କ ବିଷୟରେ ସୁସମାଚାର ଅନେକରୁ ଅନେକ ସ୍ଥାନଗୁଡ଼ିକରେ ଶୁଣୁଥିଲେ ।

ମଣ୍ଡଳୀ ବୃଦ୍ଧିପାଇ ଚାଲିଲା

ତାହା ହେଉଅଛି, "ଅନେକ ଲୋକମାନେ ମଣ୍ଡଳୀର ଅଂଶ ହେଉଥିଲେ" କିମ୍ବା, "ଅନେକରୁ ଅନେକ ଲୋକେ ଯୀଶୁଙ୍କ ଠାରେ ବିଶ୍ଵାସ କରୁଥିଲେ" ।