or_obs-tn/content/47/10.md

636 B

କାରାଗାର ରକ୍ଷକ 

ଏହାର ଅର୍ଥ, "ଜେଲ୍ ର ଅଧିକାରୀ"

ଆମ୍ଭେମାନେ

କିଛି ଭାଷାରେ "ଆମ୍ଭେ " ଶବ୍ଦର ବିଶେଷ ଗଠନ ରହିଅଛି ଏହା ଯେଉଁ ବ୍ୟକ୍ତିକୁ କୁହାଗଲା ତାକୁ ଅନ୍ତର୍ଭୁକ୍ତ କରେ ନାହି । ଏଠାରେ "ଆମେ" କାରାଗାର ରକ୍ଷକଙ୍କୁ ଅନ୍ତର୍ଭୁକ୍ତ କରେ ନାହିଁ, କେବଳ ପାଉଲ ଓ ଅବଶିଷ୍ଟାଂଶ ର କାରାଗାରକୁ .