or_obs-tn/content/47/08.md

1.0 KiB

ମଧ୍ୟ ରାତ୍ରିରେ

ଏହା ଏହିପରି ଅନୁବାଦ କରାଯାଇପାରେ ଯେପରିକି ,"ରାତି ଅଧରେ " କିମ୍ବା " ପ୍ରାପ୍ତ କାଳରେ" । ବାହାରେ ଏହା ସମ୍ପୁର୍ଣ ଭାବରେ ଅନ୍ଧକାର ଥିଲା ,ସ୍ଵାଭାବିକତଃ ଏହି ସମୟରେ ଲୋକମାନେ ନିଦ୍ରିତ ଥାନ୍ତି ।

ପରମେଶ୍ଵରଙ୍କୁ ପ୍ରସଂଶାର ଗୀତ ଗାଉଥିଲେ

ଏହା ଏହିପରି ଅନୁବାଦ କରାଯାଇପାରେ ଯେପରିକି ,"ପରମେଶ୍ଵରଙ୍କୁ ଗୀତ ଗାଇ ପ୍ରସଂଶା କରିବା" କିମ୍ବା, "ପରମେଶ୍ବରଙ୍କ ପାଇଁ ପ୍ରସଂଶାର ଗୀତ ଗାଇବା" କିମ୍ବା " ସଂଗୀତ ଗୁଡିକ ଯାହା ପରମେଶ୍ଵରଙ୍କୁ ପ୍ରସଂଶା ଦିଏ," ।