or_obs-tn/content/47/05.md

900 B

ଦିନେ

ଏହି ବାକ୍ୟାଂଶ ଅତୀତରେ ଘଟିଥିବା ଘଟଣାକୁ ଉପକ୍ରମ କରେ, କିନ୍ତୁ ପ୍ରକୃତ ସମୟକୁ କହେ ନାହିଁ । ଅନେକ ଭାଷା ଗୁଡିକ ଏକାପରି ସତ୍ୟ କାହାଣୀ କହି ଆରମ୍ଭ କରନ୍ତି ।

ତାଙ୍କ ଆଡକୁ ବୁଲିପଡିଲେ

ଯାହା ଅଟେ, "ବୁଲିପଡି ତାହାଙ୍କୁ ଦେଖିଲେ" ।

ଯୀଶୁଙ୍କ ନାମରେ

ଏହାର ଅର୍ଥ, "ଯୀଶୁଙ୍କ ଅଧିକାର ଦ୍ଵାରା" । ଯୀଶୁଙ୍କ ଅଧିକାର ହେତୁ, ପାଉଲ ଭୂତ ଙ୍କୁ ଛାଡିବାକୁ ଆଜ୍ଞା ଦେଇପାରିଲେ ।

ତା ଠାରୁ ବାହାରି ଆସ

ଏହା ହେଉଅଛି