or_obs-tn/content/47/02.md

1014 B

ଲୂଦିଆଙ୍କ ହୃଦୟକୁ ଖୋଲି ଦେଲେ

ଏହାର ଅର୍ଥ "ଲୂଦିୟା କୁ ସାମର୍ଥ ଦେଲେ" ।

ସେ ଓ ତାଙ୍କ ପରିବାର ବାପ୍ତିଜିତ ହେଲେ

ଏହା ଏହିପରି ବି ଅନୁବାଦ କରାଯାଇ ପାରିବ ,ଯେପରିକି "ସେମାନେ ଲୁଦିଆ ଓ ତାଙ୍କ ପରିବାରକୁ ବାପ୍ତିଜିତ କଲେ" ।

ତେଣୁ ସେମାନେ ତାଙ୍କ ଓ ତାଙ୍କ ପରିବାର ସହିତ ରହିଲେ

ଘରକୁ ଆସିଥିବା ଅତିଥି ମାନଙ୍କୁ ସତ୍କାର ପ୍ରଦାନ କରିବା ସେହି ଦିନରେ ଲୋକମାନଙ୍କର ନିମନ୍ତେ ଏକ ସାଧାରଣ ପ୍ରଥା ଥିଲା । ଏହି ବ୍ୟବସ୍ଥାରେ ସେଠାରେ କୌଣସି ଖରାପ ଉଦ୍ଦେଶ୍ୟ ନ ଥିଲା ।