or_obs-tn/content/46/10.md

2.7 KiB

ଦିନେ 

ଏହି ବାକ୍ୟାଂଶ ପୂର୍ବରୁ ଘଟିଥିବା ଏକ ଘଟଣାର ପରିଚୟ ଦିଏ, କିନ୍ତୁ ପ୍ରକୃତ ସମୟକୁ ବୁଝାଏ ନାହିଁ । ଅନେକ ଭାଷା ଗୁଡିକ ଏକାପରି ସତ୍ୟ କାହାଣୀ କହି ଆରମ୍ଭ କରନ୍ତି ।

ମୋ ନିମନ୍ତେ ଅଲଗା କର

ଏହି ବାକ୍ୟ ମଧ୍ୟ ଏହିପରି ଅନୁବାଦ ହୋଇପାରେ ଯେମିତି, "ମୁଁ ଯାହା ସେମାନଙ୍କୁ କରିବାକୁ ଆହ୍ଵାନ କରିଅଛି ସେହି ସ୍ଵତନ୍ତ୍ର କାମ କରିବାକୁ ବର୍ଣ୍ଣବ୍ବା ଓ ପାଉଲଙ୍କୁ ନିଯୁକ୍ତ କର ।

ଗୋଟିଏ ମଣ୍ଡଳୀ

ଏହା ମଧ୍ୟ ଏହିପରି ଅନୁବାଦ ହୋଇପାରେ ଯେମିତି, "ବିଶ୍ଵାସୀମାନେ" କିମ୍ବା, "ଖ୍ରୀଷ୍ଟିୟାନମାନେ" ।

ସେମାନଙ୍କର ହସ୍ତ ସେମାନଙ୍କ ଉପରେ ରଖିଲେ

ଏହା ମଧ୍ୟ ଏହିପରି ଅନୁବାଦ ହୋଇପାରେ ଯେମିତି, "ସେମାନଙ୍କର ହସ୍ତ ସେମାନଙ୍କ ଉପରେ ରଖିବା ଦ୍ଵାରା ପବିତ୍ର ଆତ୍ମାଙ୍କ ଅଧିକାର ଏବଂ ଶକ୍ତି ସହ ସେମାନଙ୍କୁ ଆଶିର୍ବାଦ କଲେ" କିମ୍ବା, ପବିତ୍ର ଆତ୍ମାରେ ଏକତାର ଚିହ୍ନ ସ୍ଵରୂପେ ସେମାନଙ୍କର ହସ୍ତ ସେମାନଙ୍କ ଉପରେ ରଖିଲେ" । କିଛି ଭାଷାରେ ସେମାନେ କେଉଁଠି ସେମାନଙ୍କ ହସ୍ତକୁ ରଖିଲେ ତାହା କହିବା ହୋଇପାରେ ଯଦି ଏହିପରି, ଆପଣ ସେମାନେ ସେମାନଙ୍କ ହସ୍ତକୁ ସେମାନଙ୍କର ମସ୍ତକ, କାନ୍ଧ କିମ୍ବା ପଛରେ ରଖିଲେ ବୋଲି କହି ପାରନ୍ତି ।

ସେମାନଙ୍କୁ ବାହାରକୁ ପଠାଇଲେ

ଏହାର ଅର୍ଥ, "ସେମାନଙ୍କୁ ଦୂରକୁ ପଠାଇଲେ" କିମ୍ବା, "ସେମାନଙ୍କର ଯାତ୍ରାରେ ସେମାନଙ୍କୁ ପଠାଇଲେ" ।

ଏକ ବାଇବଲର କାହାଣୀ\

ଏହି ସଂରଚନା ପ୍ରସଙ୍ଗ କେତେକ ବାଇବଲ ଅନୁବାଦଗୁଡିକରୁ ଅଳ୍ପ ଭିନ୍ନ ହୋଇପାରେ । ବାଇବଲର ଏକ କାହାଣୀ: