or_obs-tn/content/46/07.md

5 lines
741 B
Markdown

# ନଗର ଦ୍ଵାରଗୁଡିକ
ଏହି ଦ୍ଵାରଗୁଡିକ ପ୍ରାଚୀର ନଗରର ଏକ ଭିତରକୁ ପୁଣି ବାହାରକୁ ଯିବାର ଏକ ସାଧାରଣ ରାସ୍ତା ଥିଲା ।
# ଏକ ଟୋକେଇରେ ତାହାଙ୍କୁ ନଗରର ପ୍ରାଚୀର ଦେଇ ତଳକୁ ଖସାଇ ଦେଲେ
ଅନ୍ୟ ଭାବରେ ଏହାକୁ କହିଲେ, "ତାହାକୁ ଏକ ବୃହତ ଟୋକେଇରେ ପ୍ରବେଶ କରିବାରେ ସାହାଯ୍ୟ କଲେ ପୁଣି ପ୍ରାଚୀର ଉପର ଦେଇ ଟୋକେଇ ସହ ତାହାକୁ ତଳକୁ ଖସାଇ ଦେଲେ" ।