or_obs-tn/content/46/04.md

9 lines
1.4 KiB
Markdown

# କିନ୍ତୁ ହନାନୀୟ କହିଲେ
ଯଦି ଏହା ସ୍ପଷ୍ଟ ନୁହଁ କାହିଁକି "କିନ୍ତୁ" ପଦ ଏଠାରେ ବ୍ୟବହାର କରାଯାଇଛି, ଏହା ଏହିପରି ଅନୁବାଦ ହୋଇପାରେ ଯେମିତି, "କିନ୍ତୁ ହନାନୀୟ ଭୟଭୀତ ଥିଲେ, ତେଣୁ ସେ କହିଲେ" ।
# ପରମେଶ୍ଵର ତାହାକୁ ଉତ୍ତର ଦେଲେ
ଏହା ଏହିପରି ଅନୁବାଦ ହୋଇପାରେ ଯେମିତି, "ହନାନୀୟଙ୍କୁ ସୁନିଶ୍ଚିତ କରିବାକୁ, ପରମେଶ୍ଵର କହିଲେ" ଏହା ସ୍ପଷ୍ଟ କରିବାକୁ ପରମେଶ୍ଵର କହିଲେ ।
# ମୋର ନାମ ଘୋଷଣା କରିବା
ଏହାର ଅର୍ଥ, ମୋ ବିଷୟରେ ଶିକ୍ଷା ଦେବାକୁ" କିମ୍ବା, "ମୋତେ ଜଣାଇବାକୁ" ।
# ମୋ ନାମ ନିମନ୍ତେ
ଏହାର ଅର୍ଥ ହେଲା, "ମୋ ପାଇଁ" କିମ୍ବା, "ମୋ କାରଣ ପାଇଁ" କିମ୍ବା, "କାରଣ ସେ ମୋ ସେବା କରନ୍ତି" କିମ୍ବା "କାରଣ ସେ ଅନ୍ୟମାନଙ୍କୁ ମୋ ବିଷୟରେ ଶିକ୍ଷା ଦିଅନ୍ତି"