or_obs-tn/content/45/05.md

692 B

ଯେମିତି ସ୍ତିଫାନ ମୃତ୍ୟବରଣ କରୁଥିଲେ

ଏହାର ଅର୍ଥ ହେଲା, "ସ୍ତିଫାନଙ୍କ ମୃତ୍ୟ ପୁର୍ବରୁ"

ଚିତ୍କାର କଲେ

ଏହାର ଅର୍ଥ ହେଲା, "ଉଚ୍ଚ ସ୍ଵରରେ ଡାକିଲେ" କିମ୍ବା, "ଅତି ଉଚ୍ଚଭାବରେ କହିଲେ" ।

ଏହି ପାପକୁ ସେମାନଙ୍କ ବିରୁଦ୍ଧରେ ଗଣନା କର ନାହି

ଏହାର ଅର୍ଥ ହେଲା, "ସେମାନଙ୍କୁ ମୋ ମୃତ୍ୟର ଅପରାଧ ବୋଲି ବିଚାର କର ନାହିଁ" ।