or_obs-tn/content/44/09.md

2.0 KiB

ଚକିତ ହେଲେ

ତାହା ହେଉଛି, "ଅତି ଚକିତ ହେଲେ" କିମ୍ବା, "ଆଶ୍ଚର୍ଯ୍ୟ ହେଲେ"

ସାଧାରଣ

ତାହା ହେଉଛି, "ସାଧାରଣ", କିମ୍ବା, "ନିମ୍ନ ସ୍ତର" ଦିନେ, ପିତର ଓ ଯୋହନ ମନ୍ଦିରକୁ ଯାଉଥିଲେ ।

ଯେଉଁମାନେ ଅଶିକ୍ଷିତ ଥିଲେ

ତାହା ହେଉଛି, "ଯାହାଙ୍କର ପ୍ରାଥମିକ ଶିକ୍ଷା ନ ଥିଲା" ଏହାକୁ ଏପରି ଅନୁବାଦ କରାଯାଇପାରେ, "ଯେଉଁମାନେ ଧାର୍ମିକ ବିଦ୍ୟାଳୟକୁ ଯାଇ ନ ଥିଲେ" ।

ସେତେବେଳେ ସେମାନେ ସ୍ମରଣ କଲେ

ଏହାକୁ ଏପରି ଅନୁବାଦ କରାଯାଇପାରେ, "କିନ୍ତୁ ସେତେବେଳେ ସେମାନେ ସତ୍ୟ ବିଷୟରେ ଜ୍ଞାତ ହେଲେ" ।

ଯୀଶୁଙ୍କ ସହିତ ଥିଲେ

ଏହାକୁ ଏପରି ଅନୁବାଦ କରାଯାଇପାରେ, "ଯୀଶୁ ସହିତ ସମୟ ବ୍ୟତିତ କରିଥିଲେ" କିମ୍ବା, "ଯୀଶୁଙ୍କ ଦ୍ଵାରା ଶିକ୍ଷିତ ହୋଇଥିଲେ" ।

ସେମାନେ ଧମକଇଲା ପରେ

ନେତାମାନେ କହିଲେ ଯେ ସେମାନେ ପିତର ଏବଂ ଯୋହନକୁ ଦଣ୍ଡ ଦେବେ ଯଦି ସେମାନେ ଲୋକମାନଙ୍କୁ ଯୀଶୁଙ୍କ ବିଷୟରେ ଶିକ୍ଷା ଦେବେ

ସେମାନେ ଯାଆନ୍ତୁ

ତାହା ହେଉଛି, "ଛାଡିବା ପାଇଁ ଅନୁମତି ଦେଲେ" ।

ଏକ ବାଇବଲର କାହାଣୀ\

ଏହି ସଂରଚନା ପ୍ରସଙ୍ଗ କେତେକ ବାଇବଲ ଅନୁବାଦଗୁଡିକରୁ ଅଳ୍ପ ଭିନ୍ନ ହୋଇପାରେ। ବାଇବଲର ଏକ କାହାଣୀ: