or_obs-tn/content/44/08.md

1.5 KiB

ସୁସ୍ଥ ହେଲେ

ତାହା ହେଉଛି, "ଭଲ" କିମ୍ବା, "ସମ୍ପୁର୍ଣ୍ଣ" କିମ୍ବା, "ମଜଭୁତ" ।

ତାହାଙ୍କୁ ଅଗ୍ରାହ୍ୟ କଲେ

ତାହା ହେଉଛି, "ଗ୍ରହଣ କରିବା ପାଇଁ ମନା କଲେ" କିମ୍ବା, ଯୀଶୁଙ୍କୁ ବିଶ୍ଵାସ କରିବା ପାଇଁ ମନା କରିବା" କିମ୍ବା, "ଯୀଶୁ ପରିତ୍ରାଣକର୍ତ୍ତା ଅଟନ୍ତି ବୋଲି ଅଗ୍ରାହ୍ୟ କରିବା" ।

କିନ୍ତୁ ଉଦ୍ଧାରପ୍ରାପ୍ତ ହେବା ନିମନ୍ତେ ଯୀଶୁଙ୍କ ଶକ୍ତି ବିହୂନେ ଆଉ କୌଣସି ଉପାୟ ନାହିଁ

ଏହାକୁ ଏପରି ଅନୁବାଦ କରାଯାଇପାରେ, "କିନ୍ତୁ ଯୀଶୁଙ୍କ ଶକ୍ତି ଦ୍ଵାରା ପରିତ୍ରାଣ ପାଇ ପାରିବ" କିମ୍ବା, "କେବଳ ଯୀଶୁ ହିଁ ତାଙ୍କ ଶକ୍ତି ଦ୍ଵାରା ରକ୍ଷା କରିପାରିବେ" ।

ରକ୍ଷା ପାଇବାକୁ

ଏହାକୁ ଏପରି ଅନୁବାଦ କରାଯାଇପାରେ, "ଆମ୍ଭାମାନଙ୍କ ପାପରୁ ପରିତ୍ରାଣ ପାଇବା" କିମ୍ବା, "ଯେ ଆମ୍ଭେ ଆମ୍ଭମାନଙ୍କ ପାପରୁ ଉଦ୍ଧାର ପାଇବା" ।