or_obs-tn/content/44/05.md

1.8 KiB

(ପିତର ଜନଗହଳିକୁ ପ୍ରଚାର କରିବା ଜାରିରଖିଲେ)

ଜୀବନର ଲେଖକ 

ତାହା ହେଉଛି, "ସେ ଯିଏ ଜୀବନକୁ ସୃଷ୍ଟି କରିଅଛି" କିମ୍ବା, "ସେ ଯିଏ ଆମ୍ଭମାନଙ୍କୁ ଜୀବନ ଦେଇଛନ୍ତି" କିମ୍ବା, " ସେ ଯିଏ ଲୋକମାନଙ୍କୁ ବଞ୍ଚାନ୍ତି" ଏହା ଯୀଶୁଙ୍କୁ ସୁଚିତ କରାଏ

ତୁମମାନଙ୍କ କାର୍ଯ୍ୟ 

ଏହାକୁ ଏପରି ଭାବରେ ଅନୁବାଦ କରାଯାଇପାରେ "ଯେଉଁ ବିଷୟ ତୁମେ କରିଥିଲା" । ଏହା ଯୀଶୁଙ୍କୁ ମାରିବା ନିମନ୍ତେ ସେମାନଙ୍କ ଅନୁରୋଧକୁ ସୁଚାଏ ।

ପରମେଶ୍ଵରଙ୍କ ନିକଟକୁ ଫେର 

ତାହା ହେଉଛି, "ପରମେଶ୍ଵରଙ୍କ ଆଜ୍ଞାବହ ହେବା" ।

ତୁମମାନଙ୍କ ପାପ ଧୋଇହୋଇଯିବ 

ଏହାକୁ ଏପରି ଅନୁବାଦ କରାଯାଇପାରେ, "ପରମେଶ୍ଵର ଆପଣମାନଙ୍କ ପାପକୁ ଧୋଇ ଦୁର କରିବେ" କିମ୍ବା, "ପରମେଶ୍ଵର ଆପଣମାନଙ୍କ ପାପକୁ ଘେନି ନେଇଯିବେ ଏବଂ ଆପଣମାନଙ୍କୁ ଶୁଚି କରିବେ" । ଏହା ପରମେଶ୍ଵର ଲୋକମାନଙ୍କୁ ସେମାନଙ୍କ ଆତ୍ମାକୁ ସମ୍ପୁର୍ଣ୍ଣ ଭାବରେ ପାପକୁ ଦୁର କରି ଶୁଚି କରିବା ବିଷୟରେ କୁହାଯାଇଅଛି । ଏହାର ଅର୍ଥ ନୁହେଁ ଯେ ଶାରୀରିକ ପରିଷ୍କାର ।