or_obs-tn/content/44/01.md

988 B

ଦିନେ 

ଏହି ବାକ୍ୟାଂଶ ପୂର୍ବରୁ ଘଟିଥିବା ଏକ ଘଟଣାର ପରିଚୟ ଦିଏ, କିନ୍ତୁ ପ୍ରକୃତ ସମୟକୁ ବୁଝାଏ ନାହିଁ । ଅନେକ ଭାଷା ଗୁଡିକ ଏକ ସତ୍ୟ କାହାଣୀ କହିବାକୁ ଆରମ୍ଭ କରିବା ପାଇଁ ଏକାପରି କରିଥାନ୍ତି ।

ଏକ ଖଞ୍ଜ ବ୍ୟକ୍ତି

ଏହାକୁ ଏହିପରି ଭାବରେ ମଧ୍ୟ ଅନୁବାଦ କରାଯାଇପାରିବ “ପଙ୍ଗୁ ବ୍ୟକ୍ତି” । ଏହା ଏକ ବ୍ୟକ୍ତିକୁ ଦର୍ଶାଏ ଯିଏ ତାହାର ଗୋଡକୁ ସମ୍ପୁର୍ଣ୍ଣଭାବେ ବ୍ୟବହାର କରିବା ପାଇଁ ଅକ୍ଷମ, ଏବଂ ଠିଆ ହୋଇ ପାରୁ ନ ଥିଲା କିମ୍ବା ଚାଲି ପାରୁ ନ ଥିଲା ।