or_obs-tn/content/43/11.md

1.6 KiB

ନାମରେ 

ଏହି ବାକ୍ୟାଂଶ ଅର୍ଥ ଦୁହେଁ, "କର୍ତ୍ତାର ଦ୍ଵାରା" ଓ, "କର୍ତ୍ତାର ଅଧିନତାରେ." "ନାମ"କୁ ସେହିପରି ଅନୁବାଦ କରିବା ପାଇଁ ଅନୁଧ୍ୟାନ କରନ୍ତୁ ଯଦି ଏହା ଆପଣଙ୍କ ଭାଷାରେ ଏହିପରି ଭାବରେ ବୁଝାଏ

ଖ୍ରୀଷ୍ଟ 

ଏହା "ମସିହ" ଶବ୍ଦର ସମାନ ଅର୍ଥ ପରି ବୁଝାଯାଏ ଏହାକୁ ଏହିପରି ଭାବରେ ଅନୁବାଦ କରାଯାଇପାରେ "ଅଭିଷିକ୍ତ ଜଣ" କିମ୍ବା, "ମନୋନିତ ଜଣ" ଅର୍ଥକୁ ଅନୁବାଦ କରିବା ଅପେକ୍ଷା, କେତେକ ଅନୁବାଦକାରୀମାନେ "ଖ୍ରୀଷ୍ଟ" ଶବ୍ଦକୁ ବ୍ୟବହାର କରିବା ପାଇଁ ପସନ୍ଦ କରିଥାନ୍ତି ଏବଂ ନିଜ ଭାଷାରେ ଭଲ ଶୁଭାଜିଵ ପାଇଁ ଉଚ୍ଚାରଣ କରିଥାନ୍ତି

ଯୀଶୁ ଖ୍ରୀଷ୍ଟ 

ଯେହେତୁ "ଖ୍ରୀଷ୍ଟ" ଏକ ଶୀର୍ଷ ଭାବରେ ରହିଅଛି, କେତେକ ଅନୁବାଦକାରୀମାନେ କର୍ମକୁ ପରିବର୍ତ୍ତନ କରିବା ପାଇଁ ପସନ୍ଦ କରିଥାନ୍ତି ଏବଂ କହନ୍ତି, "ଖ୍ରୀଷ୍ଟ ଯୀଶୁ" ଉଭୟ କ୍ରମଗୁଡିକ ବାଇବଲରେ ବ୍ୟବହାର କରାଯାଇଅଛି