or_obs-tn/content/43/10.md

770 B

ଗମ୍ଭିର ଭାବରେ ଶୋକିତ ହେଲେ 

ତାହା ହେଉଛି, "ଅତି ଦୁଃଖରେ ଭାଙ୍ଗି ପଡିଥିଲେ" କିମ୍ବା, "ସେମାନେ ଯେତେବେଳେ ଶୁଣିଲେ ଅତି ଦୁଃଖିତ ହେଲେ" । "ଆବେଗ" ଦୃଢ ଭାବନାଗୁଡିକୁ ଅନୁଭବ କରିବା ଅଟେ ।

ଭାଇମାନେ 

ଏକ ଯିହୁଦୀ ପାଇଁ ଅନ୍ୟ ଯିହୁଦୀମାନଙ୍କୁ ସମ୍ବୋଧନ କରିବା ପାଇଁ ଏକ ସାଧାରଣ ପ୍ରକ୍ରିୟା ଅଟେ । ଏହାକୁ "ବନ୍ଧୁମାନେ" ପ୍ରକାରେ ଅନୁବାଦ କରାଯାଇପାରିବ ।