or_obs-tn/content/43/08.md

1.1 KiB

(ପିତର ଜନଗହଳିକୁ ପ୍ରଚାର କରିବା ଜାରିରଖିଲେ ।)

ଯୀଶୁ ବର୍ତ୍ତମାନ ଉପବେଶନ କରିଅଛନ୍ତି 

ଏହାକୁ ଏପରି ଅନୁବାଦ କରାଯାଇପାରେ, "ଯୀଶୁ ବର୍ତ୍ତମାନ ଉଠାଯାଇଅଛନ୍ତି" କିମ୍ବା "ଯୀଶୁ ବର୍ତ୍ତମାନ ଉଠିଅଛନ୍ତି" କିମ୍ବା "ପରମେଶ୍ଵର ଯୀଶୁଙ୍କୁ ଉଠାଇଛନ୍ତି ।

ଡାହାଣ ହସ୍ତରେ  

ଏହାକୁ ଏପରି ଅନୁବାଦ କରାଯାଇପାରେ, ଅତି ମହତ୍ବପୁର୍ଣ୍ଣ ପଦବୀ ସହିତ" କିମ୍ବା "ଉଚ୍ଚ ଆଦରର ସ୍ଥାନ" ।

ଘଟାଇଅଛନ୍ତି 

ତାହା ହେଉଛି, "ବିଶ୍ବାସୀମାନଙ୍କୁ କରିବା ପାଇଁ ସମର୍ଥ କରିବା" କିମ୍ବା, "ଏହି ଲୋକମାନଙ୍କୁ କରିବା ପାଇଁ ଶକ୍ତି ଦେବା" ।