or_obs-tn/content/43/07.md

1.9 KiB

(ପିତର ଜନଗହଳିକୁ ପ୍ରଚାର କରିବା ଜାରିରଖିଲେ ।)

ଏହା ଏହି ଭାବବାଣୀକୁ ସଫଳ କରେ

ଅନ୍ୟ ପ୍ରକାରେ ଅନୁବାଦ କଲେ ଏହା ହେବ, "ଏହି ସତ୍ୟ ସମ୍ପୁର୍ଣ୍ଣ ହେଲା ଯାହା ଦୀର୍ଘ ସମୟ ପୂର୍ବରୁ ଭାବବାଦୀମାନଙ୍କ ମଧ୍ୟରୁ ଜଣେ କହିଥିଲେ" ।

ଆପଣ ଆପଣଙ୍କୁ  

"ତୁମ୍ଭକୁ" ଏବଂ "ତୁମ୍ଭର" ପିତା ପରମେଶ୍ଵରଙ୍କୁ ବୁଝାଏ । ତାହା ସ୍ପଷ୍ଟ କରିବା ପାଇଁ, ଏହାକୁ ଏପରି ଅନୁବାଦ କରାଯାଇପାରେ, "ତୁମ୍ଭେ, ପରମେଶ୍ଵର, ତୁମ୍ଭକୁ ଛାଡିବେ ନାହିଁ" । କେତେକ ଭାଷାଗୁଡିକରେ ବିଶେଷ ଭାବରେ ଜଣକୁ ଦର୍ଶାଯାଇପାରେ, ଯେପରିକି ."ତୁମ୍ଭେ, ହେ ପରମେଶ୍ଵର" ।

ସମାଧିରେ କ୍ଷୟ ପାଇବା

ତାହା ହେଉଛି, "କବରରେ କ୍ଷୟ ହେବା" କିମ୍ବା "କବରରେ କ୍ଷୟ" ଏହା ସତ୍ୟତାକୁ ପ୍ରକାଶ କରେ ଯେ ଯୀଶୁ ବହୁତ୍ ସମୟ ଧରି କବରରେ ରହି ନ ଥିଲେ କିନ୍ତୁ ଅନ୍ୟ ଭାବରେ କହିବାକୁ ଗଲେ ଯୀଶୁ ଖ୍ରୀଷ୍ଟ ମରି ନ ଥିଲେ କିନ୍ତୁ ପରମେଶ୍ଵର ତାଙ୍କୁ ପୁନର୍ଜୀବିତ କରିଥିଲେ ।

ଯୀଶୁଙ୍କୁ ପୁନର୍ବାର ଜୀବିତ କରାଇଲେ

ତାହା ହେଉଛି, ଯୀଶୁଙ୍କୁ ପୁନର୍ବାର ଜୀବିତ କରାଇଲେ ।